fbpx

ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିସ ଶିକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯ା୧(ଓଡ଼ିଶା ଭାସ୍କର): ଉକ୍ରର୍ଷ କେନ୍ଦ୍ର ଭାବେ ବିକଶିତ ହେବ ରାଜ୍ୟର ୧୦୧ଟି ସ୍କୁଲ । ବିଦ୍ୟାଳୟକୁ ଉକ୍ରର୍ଷ କେନ୍ଦ୍ର ରୂପେ ବିକଶିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ଶ୍ରେଣୀରୁ ଇଂରାଜୀରେ କଥା ହେବାର ଶିକ୍ଷା ଦିଆଯିବ । ଏହି ଭିତ୍ତିଭୂମିର ବିକାଶ ପାଇଁ ପ୍ରତି ସ୍କୁଲକୁ ୨୫ଲକ୍ଷ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.