fbpx

୧୨ ଘଣ୍ଟିଆ ଉମରକୋଟ ବନ୍ଦ

ନବରଙ୍ଗପୁର,୨୮ ।୧୧(ଓଡିଶା ଭାସ୍କର): ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେଡି । ୨ଟି ଦାବି ନେଇ ଜିଲ୍ଲା ବିଜେଡି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଦାବି ଗୁଡିକ ହେଉଛି- ପାପଡାହାଣ୍ଡିରୁ ଲିକିମାକୁ ଜାତୀୟ ରାଜପଥର ମାନ୍ୟତା ଓ ଉମରକୋଟ-ହାଟଭରଣ୍ଡି ରାସ୍ତା କାମର ଭିଜିଲାନ୍ସ ତଦନ୍ତ ।

ତେବେ ଉମରକୋଟରେ ବନ୍ଦ ପାଳନ ଯୋଗୁଁ ଦୋକାନ ବଜାର ବନ୍ଦ ହେବା ସହ ଗାଡି ଚଳାଚଳ ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.