fbpx
BJD SKY
BJD SKY

ଦେହ ସୁଖ ପାଇଁ ସ୍ୱାମୀଙ୍କୁ ଛାଡ଼ିଦେଲେ; ୨ୟ ସ୍ୱାମୀ ବି ଦେଇପାରିଲେନି ଶାନ୍ତି…

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ୱାମୀ ସହ ମିଳନରେ ସନ୍ତୁଷ୍ଟ ହେଲେନି। ତେଣୁ ଛାଡ଼ପତ୍ର ଦେଇଦେଲେ। କଲେ ଦ୍ୱିତୀୟ ବିବାହ; ହେଲେ କିଛିଦିନ ପରେ ନୂଆ ସ୍ୱାମୀ ବି ଭଲ ସେକ୍ସ ଦେଇପାରିଲେନି। ଏଭଳି ଅନୁଭୂତି ଲେଖି ଜଣାଇଛନ୍ତି ଜଣେ ମହିଳା। ଅନ୍ତର୍ଜାତୀୟ ଗଣମାଧ୍ୟମ ‘ଦ ଗାର୍ଡିଆନ୍’ରେ ଏ ସମ୍ପର୍କରେ ସ୍ତମ୍ଭ ଲେଖିଛନ୍ତି ମହିଳା।

ସେକ୍ସଲାଇଫ୍‌ର ଏଭଳି ଅସନ୍ତୋଷକୁ ଗଣମାଧ୍ୟମର  ରିଲେସନ୍‌ସିପ୍‌ ସ୍ତମ୍ଭରେ ସମ୍ପୃକ୍ତ ମହିଳା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଥମ ସ୍ୱାମୀଙ୍କ ସହ ତାଙ୍କର ସେକ୍ସ ଲାଇଫ୍‌ ଭଲ ନଥିଲା ଏବଂ ସେ ତାଙ୍କ ସ୍ୱାମୀଙ୍କ ଉପରେ ବିରକ୍ତ ହୋଇ ଛାଡ଼ପତ୍ର ଦେଇଥିଲେ। ଦ୍ୱିତୀୟ ବିବାହ କରିବା ପରେ ମଧ୍ୟ ତାଙ୍କୁ ମିଳିଲାନି ଦେହସୁଖ। ସେହିପରି ସମସ୍ୟାର ସମ୍ମୁଖୀନ ହୋଇ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ ବୋଲି ସ୍ତମ୍ଭରେ ଲେଖିଛନ୍ତି।

ସେକ୍ସ ଲାଇଫ୍‌ରେ ଉନ୍ନତି ଆଣିବା ଓ ସୁଖ ପାଇବା ପାଇଁ ସମସ୍ତ ଉଦ୍ୟମ କରିବାକୁ ପଡୁଥିଲା ବୋଲି ମହିଳା ଜଣଙ୍କ ଲେଖିଛନ୍ତି।

Get real time updates directly on you device, subscribe now.