fbpx

ଆଜି ପ୍ରକାଶ ପାଇବ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): କାଉନ୍‌ସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେସନ୍‌ ଏକ୍‌ଜାମିନେସନ୍‌ (ସିଆଇଏସ୍‌ସିଇ) ପକ୍ଷରୁ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ଅପରାହ୍‌ଣ ୩ଟାରେ ପ୍ରକାଶ ପାଇବ । କାଉନ୍‌ସିଲ୍‌ର ୱେବସାଇଟ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ଫଳ ଜାଣିପାରିବେ । ସ୍କୁଲ ପାଇଁ କ୍ୟାରିୟର୍‌ ପୋର୍ଟାଲ୍‌ରେ ଟାବୁଲେସନ୍‌ ରେଜିଷ୍ଟର ରହିବ । ଚଳିତବର୍ଷ ପରୀକ୍ଷା ହୋଇନଥିବାରୁ ମାର୍କ ରିଚେକିଂ ହେବନି । ଏସମ୍ପର୍କରେ ସିଆଇଏସ୍‌ସିଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.