fbpx

ୟୁଟ୍ୟୁବରେ +୨ ପିଲାଙ୍କ ପାଠପଢ଼ାକୁ ନେଇ ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଏବେ ବି ଜାରି ରହିଛି । ଏହାରି ମଧ୍ୟରେ +୨ ପିଲାଙ୍କ ପାଠପଢ଼ାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏଣିକି ୟୁଟ୍ୟୁବରେ ପାଠ ପଢ଼ିବେ +୨ ପ୍ରଥମ ଓ ଦ୍ୱିତୀୟ ବର୍ଷ ପିଲା । ୟୁଟ୍ୟୁବ ପାଠପଢ଼ାକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ‘ପୂର୍ବରୁ ପ୍ରଥମରୁ ଦଶମ ଯାଏ ପିଲାଙ୍କୁ ୟୁଟ୍ୟୁବରେ ପଢ଼ା ଯାଉଥିଲା । ଏବେ +୨ ପିଲାଙ୍କୁ ପାଠ ପଢ଼ାଯିବା ନେଇ ନିଷ୍ପତ୍ତି ହୋଇଛି ।’

Get real time updates directly on you device, subscribe now.