fbpx

ଓଡିଶାରେ ଅଛନ୍ତି ୧୦,୨୧୦ ଦେହଜୀବି

ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ଓଡିଶାରେ ପାଖାପାଖି ୧୦,୨୧୦ ଜଣ ଦେହଜୀବି ରହିଛନ୍ତି । ରାଜ୍ୟର ୨୨ଟି ଜିଲ୍ଲାରେ ଦେହଜୀବି ରହିଥିବା ବେଳେ ବାଲେଶ୍ୱରରେ ସର୍ବାଧିକ ୧୦୫୦ ଜଣ ଦେହଜୀବି ରହିଛନ୍ତି । ସେହିପରି କୋରାପୁଟ ଓ ମାଲକାନଗିରିରେ ୭୫୦ ଜଣ ଦେହଜୀବି ରହିଛନ୍ତି । କେନ୍ଦୁଝର ଓ ଯାଜପୁରରେ ୭୦୦, ଭଦ୍ରକରେ ୬୫୦, ଖୋର୍ଦ୍ଧାରେ ୬୧୦, କଟକ ଓ ପୁରୀରେ ୨୫୦ ଜଣ ଦେହଜୀବି ରହିଛନ୍ତି । ଗୃହରେ ବିଧାୟକ ରମେଶ ସାଏଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

Get real time updates directly on you device, subscribe now.