fbpx

ବଢିବ କି ସର୍ବକ୍ଷମା ଅବଧି, ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ବିଧାନସଭାରେ ଉଠିଲା ସର୍ବକ୍ଷମା ଯୋଜନା ପ୍ରସଙ୍ଗ । ସର୍ବକ୍ଷମା ଯୋଜନାରେ ଆବେଦନର ସମୟ ସୀମା ବୃଦ୍ଧି ପ୍ରସ୍ତାବ ଦିଆଯାଇଛି । ଏନେଇ ବିଭାଗ ବିଚାର କରିବା ପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସମୟ ବଢାଇବା ଦାବି ଉପରେ ରୁଲିଂ ଦେଇଛନ୍ତି ବାଚସ୍ପତିି ।

ତେବେ ଆଜି ଗୃହରେ ସର୍ବକ୍ଷମା ଅବଧି ବଡାଇବାକୁ ଦାବି କରିଥିଲେ କଂଗ୍ରେସର ନରସିଂହ ମିଶ୍ର । ଭୁବନେଶ୍ୱରରେ ୩ ଲକ୍ଷରୁ ଅଧିକ ଗୃହ ନିର୍ମାଣ ହୋଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.