fbpx

ରାଷ୍ଟ୍ରପତିଙ୍କ ନୂଆ ଅନ୍ଦାଜ୍: ରାଜନୀତି ପରେ ବକ୍ସିଂରେ ପାଦ ଥାପିବେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଜନୀତି ପରେ ବକ୍ସିଂରେ ରିଙ୍ଗରେ ପାଦ ଥାପିବେ । ଏଥିପାଇଁ ପ୍ରସ୍ତୁତି କରିସାରିଛନ୍ତି ଟ୍ରମ୍ପ । ହେଲେ ଟ୍ରମ୍ପ ରିଙ୍ଗରେ ଫାଇଟିଂ କରିବେନି ହେଲେ ସେ ବକ୍ସିଂ ରେ କମେଣ୍ଟ୍ରୀ କରୁଥିବା ଦେଖିବାକୁ ମିଳିବେ । ତେବେ ତାଙ୍କ ସହିତ ପୂର୍ବତନ ହେଭିୱେଟ୍ ଚାମ୍ପିୟନ୍ ଇଭାଣ୍ଡର୍ ହୋଲିଫିଲ୍ଡ ମଧ୍ୟ ସାମିଲ ହେବେ ।

ଟ୍ରମ୍ପଙ୍କ ସହିତ ତାଙ୍କ ପୁଅ ମଧ୍ୟ ଦେଖିବାକୁ ମିଳିବେ । ଏହି ମୁକାବିଲା ଫିଡ୍ ଏଫଆଇଟିଇ ଟିଭି ରେ ଉପଲବ୍ଧ ହେବ । ରାଷ୍ଟ୍ରପତି କହିଛନ୍ତି ଯେ, ମୋତେ ଫାଇଟର୍ ମାନେ ପସନ୍ଦ । ଏଥର ଶନିବାର ରାତିରେ ହେବାକୁ ଥିବା ଏକ ମୁକାବିଲାରେ ଅଂଶ ହେବାକୁ ଯାଉଛି ଓ ବିଚାର ରଖିବି ।

Get real time updates directly on you device, subscribe now.