fbpx

ବିଏସଏଫ ଯବାନଙ୍କ ଆତ୍ମହତ୍ୟା

ଉମରକୋଟ: ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ବିଏସଏଫ ଯବାନଙ୍କ ଆତ୍ମହତ୍ୟା । ରାଇଘର ଥାନା ଅନ୍ତର୍ଗତ ବିଏସଏଫ କ୍ୟାମ୍ପର ଯବାନ ଡି. ଗୋବର୍ଦ୍ଧନଙ୍କ ଆତ୍ମହତ୍ୟା । ମୃତ ଯବାନଙ୍କ ଘର ତେଲେଙ୍ଗାନାରେ ସୂଚନା । ଆତ୍ମହତ୍ୟା ନେଇ ରାଇଘର ଥାନାଧିକାରୀଙ୍କ ସୂଚନା ।

Get real time updates directly on you device, subscribe now.