fbpx

ମୋଟୁ ଥାନା ଥାର୍ଡଡିଗ୍ରୀ ମାମଲାରେ ଏସପିଙ୍କୁ ନୋଟିସ

ମାଲକାନଗିରି ମୋଟୁ ଥାନାରେ ୨ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲା । ମାଲକାନଗିରି ଏସପିଙ୍କୁ ନୋଟିସ ଜାରି କଲେ ରାଜ୍ୟ କରିଛନ୍ତି ମାନବାଧିକାର କମିଶନ । ତଦନ୍ତ କରି ରିପୋର୍ଟ ଦେବାକୁ ଏସପିଙ୍କୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । ନଭେମ୍ବର ୨୬ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।

Get real time updates directly on you device, subscribe now.