fbpx

ଶନିବାର ଠାରୁ ଲାଗୁହେବ ସଂଶୋଧିତ ତେଲ ଦର

ଭୁବନେଶ୍ୱର: ତୈଳ ଦର ହ୍ରାସ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ । ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏଁ କମିଲା ଭାଟ୍ । ପେଟ୍ରୋଲରୁ ୨୮%, ଡିଜେଲରୁ ୨୪% ଭାଟ୍ ନେବେ ରାଜ୍ୟ ସରକାର । ପୂର୍ବରୁ ପେଟ୍ରୋଲରୁ ୩୨%, ଡିଜେଲରୁ ୨୮% ନେଉଥିଲେ ଭାଟ୍ । ୬ ତାରିଖଠାରୁ ରାଜ୍ୟରେ ଲାଗୁ ହେବ ସଂଶୋଧିତ ଭାଟ୍ । ସଂଶୋଧିତ ଭାଟ ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୩.୦୪ ଟଙ୍କା କମିବ । ସଂଶୋଧିତ ଭାଟ୍ ଅନୁଯାୟୀ ଡିଜେଲ ଲିଟର ପିଛା ୨.୮୬ ଟଙ୍କା କମିବ ।

Get real time updates directly on you device, subscribe now.