fbpx

IND vs SCO: ୮୬ ରନରେ ଅଲଆଉଟ ସ୍କଟଲାଣ୍ଡ

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ ୨୦୨୧ ରେ ଭାରତ ଏବଂ ସ୍କଟଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି  । ଦୁବାଇରେ ଖେଳାଯାଉଛି ଏହି ମ୍ୟାଚ୍ । ତେବେ ପ୍ରଥମ ଇନିଙ୍ଗ୍ସରେ ସ୍କଟଲ୍ୟାଣ୍ଡ ୮୫ ରନ୍ କରି ଅଲ ଆଉଟ୍ ହୋଇଛି । ଜିତିବା ପାଇଁ ଭାରତ ଆଗରେ ୮୬ ରନର ଟାର୍ଗେଟ ରହିଛି ।

ସ୍କଟଲ୍ୟାଣ୍ଡ ପାଇଁ ଜର୍ଜ ମନସୀ ସର୍ବାଧିକ ୨୪ ରନ୍ ସ୍କୋର କରିଥିଲେ । ଭାରତ ପାଇଁ ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମି ପ୍ରତ୍ୟେକ ୩ ୱିକେଟ୍ ନେଇଥିଲେ । ଏହାପୂର୍ବରୁ ଭାରତ ସ୍କଟଲ୍ୟାଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

Get real time updates directly on you device, subscribe now.