fbpx

ଡିସେମ୍ବର ୧ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ୧ରୁ ୩୧ ଡିସେମ୍ବର ଯାଏଁ ଚାଲିବ ଶୀତକାଳୀନ ଅଧିବେଶନ । ଏଥର ଅଧିବେଶନରେ ୨୬ଟି କାର୍ୟ୍ୟଦିବସ ରହିଥିବାବେଳେ ରହିଛି ୫ଟି ଛୁଟି ଦିବସ । ତେବେ ଅଧିବେଶନର ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍ । ଏହାପରେ ଡିସେମ୍ବର ୭,୮ ଏବଂ ୯ ତାରିଖରେ ଅତିରିକ୍ତ ବଜେଟ୍ ଉପରେ ଆଲୋଚନା କରାଯିବା । ୧୦ରେ ଆଗତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ।

Get real time updates directly on you device, subscribe now.