fbpx

ଭିମସାରରେ ଆଉ ୧୭ ପଜିଟିଭ ଚିହ୍ନଟ

ବୁର୍ଲା ଭିମସାର ମେଡିକାଲ କଲେଜରେ ଆଉ ୧୭ ଆକ୍ରାନ୍ତ ଚିହ୍ନଟ । ଆଉ ୧୭ ଏମବିବିଏସ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ । ଆଉ ୧୭ ଜଣ ଚିହ୍ନଟ ନେଇ ଡିନ୍ ଜୟଶ୍ରୀ ଦୋରାଙ୍କ ସୂଚନା । ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇଥିବା ସୂଚନା । ଆଜିର ଆଉ ୧୭ ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ହେଲା ।

Get real time updates directly on you device, subscribe now.