fbpx

ଘୁଞ୍ଚିଲା ବିପିୟୁଟି Ph.D ଏଣ୍ଟ୍ରାନ୍ସ

ଭୁବନେଶ୍ୱର: ବାତ୍ୟା ଜୱାଦ ପାଇଁ ବିପିୟୁଟି ପରିଚାଳିତ ପିଏଚ.ଡି ପ୍ରେଗାମ ଏଣ୍ଟ୍ରାନ୍ସ ଘୁଞ୍ଚିଲା । ଆସନ୍ତା ୫ ତାରିଖ ରବିବାର ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ତାରିଖକୁ ଘୁଞ୍ଚିଲା ।

ସୂଚନାଯୋଗ୍ୟ, ଆଣ୍ଡାମାନ ସାଗରୁ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ଧୀରେ ଧୀରେ ଉପକୂଳ ଆଡ଼କୁ ମୁହାଁଉଛି । ବର୍ତ୍ତମାନ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବି କି’ ନାହିଁ ସ୍ପଷ୍ଟ ହୋଇନାହିଁ । ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତ୍ସ୍ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ବାତ୍ୟା ଏବେ ପାରାଦୀପଠାରୁ ୫୮୦ କିମି ଦୂରରେ ରହିଛି ।

Get real time updates directly on you device, subscribe now.