fbpx

ବାରମ୍ବାର ପାର୍ଟନର ବଦଳାନ୍ତି ଏହି ଦିନ ଜନ୍ମ ହୋଇଥିବା ଝିଅ, ଫ୍ଲର୍ଟ କରିବାରେ ବି ମାହିର

Advertisement

ଓଡ଼ିଶା ଭାସ୍କର: ଆଜିକାଲି ଭଲପାଇବା ମଧ୍ୟରେ ବିବାଦ ଓ ବିଚ୍ଛେଦ ସବୁଠାରୁ ବଡ଼ କାରଣରେ ପରିବର୍ତ୍ତନ ହୋଇଛି । ହେଲେ ଏହାରି ମଧ୍ୟରେ ଦେଖାଯାଏ ଯେ, ଅନେକ ଝିଅ ଏବଂ ପୁଅ ଭିନ୍ନ ଭିନ୍ନ ପାର୍ଟନର ବଦଳାଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ଦିନ ଜନ୍ମ ହୋଇଥିବା ଝିଅମାନେ ଗ୍ଲାମରର୍ସ ହୋଇଥାଆନ୍ତି । ସେ ବାରମ୍ବାର ନିଜ ଲଭ ପାର୍ଟନର ବଦଳାନ୍ତି । ଶୁକ୍ରବାରରେ ଜନ୍ମ ହୋଇଥିବା ଝିଅ ସଜେଇ ହେବାକୁ ପସନ୍ଦ କରିଥାଆନ୍ତି । ଏମାନେ ନିଜ ଲୁକକୁ ନେଇ ବହୁତ ଚିନ୍ତିତ ରହିଥାଆନ୍ତି । ଏମାନେ ନିଜକୁ ଫିଟ-ଫାଇନ ରଖିବାକୁ ପସନ୍ଦ କରିଥାଆନ୍ତି ।

ଶୁକ୍ରବାର ଦିନ ଜନ୍ମ ହୋଇଥିବା ଝିଅ ଗୋରା ହୋଇଥାଆନ୍ତି ହେଲେ ଏତେ ସୁନ୍ଦର ନୁହଁନ୍ତି । ଏମାନଙ୍କ ମଧ୍ୟରେ ସ୍ୱାଭାବିକ ରୂପେ ଆକର୍ଷଣର ଗୁଣ ରହିଥାଏ । ଯାହାଦ୍ୱାରା ଲୋକେ ଏମାନଙ୍କ ପାଖକୁ ଆପେ ଆପେ ଟାଣି ହୋଇଥାଆନ୍ତି ।

ଶୁକ୍ରଗ୍ରହ ପ୍ରଭାବରେ ଗୋଟିଏ ପାର୍ଟନର ସହ ଏମାନଙ୍କର ଅଧିକ ସମୟ ପର୍ଯ୍ୟନ୍ତ ସଂପର୍କ ରହିନଥାଏ । ଏଥିପାଇଁ ସେମାନଙ୍କ ପାର୍ଟନର ବାରମ୍ବାର ବଦଳିଥାଏ । ଏମାନେ ଫ୍ଲର୍ଟ କରିବାରେ ମଧ୍ୟ ମାହିର ହୋଇଥାଆନ୍ତି । ଏମାନଙ୍କ ବନ୍ଧୁତା ପରିଧି ମଧ୍ୟ ବଡ଼ ହୋଇଥାଏ । ଏମାନଙ୍କ ହସିବା-କୌତୁହଳ ପାଇଁ ଖୁବ ଶୀଘ୍ର ଲୋକପ୍ରିୟ ହୋଇଯାଆନ୍ତି । ନିଜ ପ୍ରଂଶସା ଶୁଣିବାକୁ ଏମାନଙ୍କୁ ବହୁତ ଭଲ ଲାଗିଥାଏ ।

Get real time updates directly on you device, subscribe now.