fbpx

ଜୈନ ମୁନୀଙ୍କ ଅଦ୍ଭୂତ ସାଧନା: ବିନା ଅନ୍ନ, ଜଳରେ ବିତାଇଲେ ୧୫୩ ଦିନ, ଆଉ ତା’ପରେ…

Advertisement

ବର୍ତ୍ତମାନ ଚାରିଆଡ଼େ ଜୈନ ମୁନୀ ପ୍ରସନ୍ନ ସାଗରଙ୍କୁ ନେଇ ବହୁତ ଚର୍ଚ୍ଚା ଚାଲିଛି । ପ୍ରସନ୍ନ ସାଗର ମହାରାଜ ଏବେ ରାଜସ୍ଥାନର ଜୟପୁର ନିକଟସ୍ଥ ଦିଗମ୍ବର ଜୈନ କ୍ଷେତ୍ର ପଦ୍ମପୁରାରେ ଅବସ୍ଥାନ କରୁଛନ୍ତି । ୧୮୬ ଦିନର ମୌନ ବ୍ରତ ପରେ ପ୍ରସନ୍ନ ସାଗର ମହାରାଜା ପ୍ରବଚନ ଦେଇଥିଲେ । ଏହି ବ୍ରତ ସମୟରେ ମହାରାଜ ୧୫୩ ଦିନ ପର୍ଯ୍ୟନ୍ତ ଅନ୍ନ କିମ୍ବା ଜଳ କିଛି ବି ଗ୍ରହଣ କରିନଥିଲେ । ଏହା ଈଶ୍ୱରଙ୍କର କୌଣସି ଚମକ୍ରାରିତାଠାରୁ କମ୍ ନୁହେଁ ।

ଉପବାସ ସମୟରେ ମହାରାଜ ପ୍ରତ୍ୟେକ ଦିନ ୫୦୦ ପୃଷ୍ଠା ବିଶିଷ୍ଟ ପୁସ୍ତକ ପଠନ କରିବା ସହ ୨୦୦ ପୃଷ୍ଠା ପର୍ଯ୍ୟନ୍ତ ଲେଖୁଥିଲେ । ମହାରାଜ ନିଜର ଇନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରିସାରିଥିବାରୁ ଏହା ସମ୍ଭବ ହୋଇପାରୁଛି ବୋଲି ସତସଙ୍ଗର ଜଣେ କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.