fbpx

(Video) ଶୂନ୍ୟରୁ ଶୁଭିଲା ଭୟଙ୍କର ଶବ୍ଦ, ଥରିଲା ବିଶ୍ୱ… ମାଡି ଆସୁଛି ମହାବିପଦ! ସତର୍କ କରାଇଲା ନାସା 

ଓଡ଼ିଶା ଭାସ୍କର: ବିଶ୍ୱରେ ବିଭିନ୍ନ ଆକସ୍ମିକ ଘଟଣା ତଥା ରହସ୍ୟମୟୀ ଘଟଣା ଦେଖିବାକୁ ମିଳୁଛି । ଯାହାକୁ ନେଇ ବିଶ୍ୱ ବା ସୃଷ୍ଟି ନାଶ ହେବାକୁ ଯାଉଛି ବୋଲି ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ହେଉଛି । ଏହାଭିତରେ ଏବେ ଏକ ଭୟଙ୍କର ଶବ୍ଦକୁ ନେଇ ଖେଳଯାଇଛି ଆତଙ୍କ । ସାରା ବିଶ୍ୱରେ ଏକ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଛି । ବର୍ଷକ ପରେ ଏହି ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଛି । ଗତବର୍ଷ ଠିକ୍ ଏହି ସେପ୍ଟେମ୍ବରରେ ଏପରି ଶବ୍ଦ ଶୁଣିବାକୁ ମିଳିଥିବା ବେଳେ ଏଥର ପୁଣି ଏହି ଶବ୍ଦ ଶୁଣି ଲୋକଙ୍କ ମନରେ ଛନକା ପଶିଛି । ଆଗକୁ ସୃଷ୍ଟି ପ୍ରତି କିଛି ବିପଦ ଆସୁଛି ବୋଲି ଭୟ ଦେଖାଦେଉଛି ।

ଗତବର୍ଷ ଏହି ଶବ୍ଦ ପରେ ସେତେବେଳେ ୯ ଦିନ ପର୍ଯ୍ୟନ୍ତ ବିଶ୍ୱର ଅଧିକାଂଶ ସ୍ଥାନରେ ଏହି ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ଭୂକମ୍ପ ଭଳି ମାତ୍ର ଏହା ଭୂକମ୍ପ ନୁହେଁ । ସାରା ବିଶ୍ୱରେ ଏକ ରହସ୍ୟମୟ ଶବ୍ଦ ଶୁଣିବାକୁ ମିଳିଛି । ବର୍ଷକ ପରେ ଏବେ ପୁଣିଥରେ ଏହି ଶବ୍ଦ ପୁଣି ଥରେ ଶୁଣିବାକୁ ମିଳିଛି । ଗତବର୍ଷ ଠିକ୍ ଏହି ସେପ୍ଟେମ୍ବରରେ ଏପରି ଶବ୍ଦ ଶୁଣିବାକୁ ମିଳିଥିଲା । ଯାହାପରେ ସାରା ବିଶ୍ୱରେ ହାହାକାର ଦେଖିବାକୁ ମିଳିଥିଲା । ସେତେବେଳେ ୯ ଦିନ ପର୍ଯ୍ୟନ୍ତ ବିଶ୍ୱର ଅଧିକାଂଶ ସ୍ଥାନରେ ଏହି ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ଶବ୍ଦ ଭୂକମ୍ପ ଭଳି ଶୁଭିଥାଏ, ମାତ୍ର ଏହା ଭୂକମ୍ପ ନୁହେଁ । ଏହା ଏକ ଅସ୍ପଷ୍ଟ ଶବ୍ଦ ସବୁ ଲୋକମାନେ ମଧ୍ୟ ଶୁଣିପାରି ନ ଥାନ୍ତି ବୋଲି ଭୂତତ୍ତ୍ୱବିତ ମାନେ କହିଛନ୍ତି । ଗ୍ରୀନଲାଣ୍ଡରେ ଭୂ-ସ୍ଖଳନ ବ୍ୟତୀତ ଆଉ କେଉଁଠି କିଛି ଅଘଟଣ ଘଟିଥିବା ଖବର ହସ୍ତଗତ ହୋଇନାହିଁ ।

ଏହି ଶବ୍ଦ ଏତେ ଭୟଙ୍କର ଥିଲା କି ୧୦ ହଜାର ଅଲିମ୍ପିକ୍ସରେ ବ୍ୟବହୃତ ହେଉଥିବା ସୁଇମିଂ ପୁଲକୁ ବି ଭର୍ତ୍ତି କରି ଦେଇପାରିବ, ସେତେବେଳେ ବରଫ ଅତଡ଼ା ଖସିଥିଲା । ଏହା ଯଦି ସମୁଦ୍ରରେ ଘଟିଥାନ୍ତା ତେବେ ୨ ଶହ ମିଟର ଉଚ୍ଚ ସୁନାମୀ ଆଣିଥାନ୍ତା ବୋଲି ଭୂତତ୍ତ୍ୱବିତ ମାନେ ମତ ଦେଇଛନ୍ତି । ଗ୍ଲୋବାଲ ୱାର୍ମିଂର ସିଧା ପ୍ରଭାବ ଗ୍ରୀନ୍ଲାଣ୍ଡର ଏହି ଭୂସ୍ଖଳନ ଉପରେ ପଡ଼ିଛି । ତେବେ ଏହି ଘଟଣା ଏବେ ବି ରହସ୍ୟଜନକ ଭାବେ ରହିଛି ।

 

Get real time updates directly on you device, subscribe now.