fbpx

ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାରାଦ୍ୱୀପ(ଓଡ଼ିଶା ଭାସ୍କର): ଅଖା ଭିତରୁ ଜଣେ ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏରସମା ଥାନା କଞ୍ଜକୋଠି ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଭିତରୁ ଉଦ୍ଧାର ହୋଇଛି । ମୃତ ମହିଳା ଅଜଗରକୋଠି ଗାଁର ହୋଇଥିବା ସୂଚନା ମିଳିଛି । ତାଙ୍କୁ ହତ୍ୟା କରାଯାଇ ଅଖା ଭିତରେ ରଖାଯାଇଥିବା ସନ୍ଦେହ କରୁଛି ପୋଲିସ । ଘଟଣାସ୍ଥଳରେ ପୋଲିସ୍ ର ତନାଘନା ଜାରି ରହିଛି । ଏହି ମାମଲାରେ ପୋଲିସ୍ ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Get real time updates directly on you device, subscribe now.