fbpx

ଭିଜିଲାନ୍ସ ଜାଲରେ ABEO

କେନ୍ଦୁଝର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ABEO । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ABEO ଅଭିମନ୍ୟୁ ସାହୁଙ୍କ ଘରେ ଚଢାଉ ହୋଇଛି । ସୂଚନା ମୁତାବକ, ଜଣେ ଶିକ୍ଷକଙ୍କଠୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଅଭିମନ୍ୟୁ । କିନ୍ତୁ ଟଙ୍କା ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ଏହା ପରେ ଅଭିମନ୍ୟୁଙ୍କ ବାସଭବନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.