fbpx

ବାପା,ପୁଅଙ୍କୁ ବାନ୍ଧିନେଲା ଭିଜିଲାନ୍ସ

ଭୁବନେଶ୍ୱର, ୨୭ ।୧୧(ଓଡିଶା ଭାସ୍କର): ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଛନ୍ତି । ଉଭୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭିଜିଲାନ୍ସ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ବାପା, ପୁଅ ହାଜର ହୋଇଛନ୍ତି । ଉଭୟଙ୍କ ରିମାଣ୍ଡ ଆବେଦନ କରିବ ଭିଜିଲାନ୍ସ । ଏହା ବ୍ୟତିତ ଅଭୟଙ୍କ ଡ୍ରାଇଭର ଓ ପୁତୁରାଙ୍କୁ ଭିଜିଲାନ୍ସ ଅଟକ ରଖିଛି ।

Get real time updates directly on you device, subscribe now.