ଭୟଙ୍କର ଦୁର୍ଘଟଣା! ଜଣେ ମୃତ

ପାରାଦୀପ: ଭୟଙ୍କର ଦୁର୍ଘଟଣା! ଗ୍ୟାସ ଟାଙ୍କି ଗାଡ଼ି ସହ କାର ମୁହାଁମୁହିଁ ଧକ୍କା। ଏଭଳି ଏକ ଘଟଣା ଦେଖୀଭିବାକୁ ମିଳିଛି ପାରାଦୀପ ଭୁତମୁଣ୍ଡାଇ ବ୍ୟାଙ୍କ ଛକରେ।

ଗ୍ୟାସ ଟାଙ୍କି ଗାଡ଼ି ସହ କାର ପରସ୍ପର ସହ ଧକ୍କା ହେବା ଫଳରେ ସେହି ସ୍ଥାନରେ କାର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଜଗତି ଗାଁର ପ୍ରଜ୍ଞାପ୍ରକାଶ ପତି ହୋଇଥିବାବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରତିଦିନ ଆମେ କିଛି ନା କିଛି ଦୁର୍ଘଟଣା ବିଷୟରେ ଖବରକାଗଜ ହେଉ କିମ୍ବା ଟିଭି ସେଥିରୁ ଶୁଣିଛେ। ପ୍ରତ୍ୟକ ଦିନ ମଧ୍ୟ ଅନେକ ଗୁଡିଏ ଲୋକଙ୍କର ଜୀବନ ଯାଉଛି। ଏଇ ଯେମିତି ପାରାଦୀପର ଘଟଣା।