fbpx

ଟ୍ରେଲର୍-ଆମ୍ବୁଲାନ୍ସ ଧକ୍କା ହୋଇ ଆଖି ବୁଜିଲେ ୪ ଜଣ

ରାୟଗଡ଼ା: ରାୟଗଡ଼ାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଗୋଟିଏ ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଟ୍ରେଲର୍ । ଏଥିରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ଘଟିଛି ଆମ୍ବଦଳା ନିକଟ ମଞ୍ଜରିକୋପା ଠାରେ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ୪ ଜଣ ପ୍ରାଣ ହରାଇଛନ୍ତି ।

ବିଷମକଟକରୁ ଚିକିତ୍ସା ସାରି ବଙ୍ଗୋମୁଣ୍ଡା ଫେରିବା ବେଳେ ଏହି ବଡ଼ ଧରଣର ଦୁର୍ଘଟଣା ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୩ ଜଣ ପୁରୁଷ ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.