fbpx

(Video) ଦିଲ୍ଲୀ ପରେ ଏବେ ଏହି ସହର ଏୟାରପୋର୍ଟରେ ଖସିଲା ଛାତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Advertisement

ନୂଆଦିଲ୍ଲୀ: ରାଜକୋଟ ବିମାନ ବନ୍ଦରର ଟର୍ମିନାଲ ବାହାରେ ଆଜି ଯାତ୍ରୀ ପିକଅପ ଏବଂ ଡ୍ରପ କ୍ଷେତ୍ରରେ ଏକ ଛାତ ଗଳିପଡିଛି । ଏହି ଦୁର୍ଘଟଣା ଦିଲ୍ଲୀ ଏୟାରପୋର୍ଟର ଟର୍ମିନାଲ ୧ର ଦୁର୍ଘଟଣା ପରେ ଘଟିଛି । ଦିଲ୍ଲୀ ଏୟାରପୋର୍ଟରେ ହୋଇଥିବା ଦୁର୍ଘଟଣାରେ ୫ ଜଣଙ୍କର ଆହତ ହୋଇଥିଲେ ଏବଂ ଜଣଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଚେସାମରିକ ବିମା ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜରପୂ ସାରା ଦେଶରେ ସମସ୍ତ ୧୫୭ ବିମାନବନ୍ଦରରେ ସୁରକ୍ଷା ସମୀକ୍ଷାର ନିର୍ଦ୍ଦେଶ ଦେଇଥିଲେ । ରାଜକୋଟ ବିମାନବନ୍ଦରରୁଗତବର୍ଷ ୨୭ ଜୁଲାଇ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା ।

Get real time updates directly on you device, subscribe now.