fbpx

ପୁଣି ସାଂସଦଙ୍କୁ ବିରୋଧ, ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିଲେ ସ୍ଥାନୀୟ ଲୋକ । ଆଚାର୍ଯ୍ୟ ବିହାର ଛକ ପାଣିଟାଙ୍କି ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ତାଙ୍କୁ ବିରୋଧ । କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀର ଦରବୃଦ୍ଧିକୁ ବିରୋଧ କରି ଘେରିଲେ ଲୋକ ।

ସୂଚନାଯୋଗ୍ୟ, ଗୁରୁବାର ବାଲିପାଟଣା ଠାରେ ସାଂସଦଙ୍କ ଗାଡ଼ିକୁ ଅଣ୍ଡାମାଡ଼ ସହ କଳାପତାକା ଦେଖାଇ ବିରୋଧ କରିଥଲା ଛାତ୍ର କଂଗ୍ରେସ । ଏନେଇ ବାଲିପାଟଣା ଥାନରେ ଅଭିଯୋଗ ମଧ୍ୟ ହୋଇଛି ।

Get real time updates directly on you device, subscribe now.