fbpx

ପାରାଦୀପରେ ଟ୍ରାକ ଛାଡି ଗଡିଗଲା ଟ୍ରେନ: ଲାଇନଚ୍ୟୁତ ହୋଇ ଦୁର୍ଘଟଣାର ଶିକାର ହେଲା ରେଳ

ପାରାଦୀପ: ବାରମ୍ବାର ଓଡିଶାରେ ଘଟିଚାଲିଛି ରେଳ ଦୁର୍ଘଟଣା । ବାହାନଗା ଦୁର୍ଘଟଣା ପରେ ଏଭଳି ଅନେକ ଘଟଣା ସାମନାକୁ ଆସିସାରିଛି । ବର୍ତ୍ତମାନ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ପାରାଦୀପ ରଙ୍ଗିଆଗଡ ନିକଟରେ । ଏହା ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣାର ଶିକାର ହୋଇଛି । ରିଫାଇନାରୀ ପେଟକୋକ୍ ନେଇ ଯାଉଥିବା ବେଳେ ଏହି ଗାଡିଟି ଲାଇନଚ୍ୟୁତ ହୋଇଛି ।

Get real time updates directly on you device, subscribe now.