fbpx
BJD
BJD SKY
BJD SKY

୨ ଦିନ ବନ୍ଦ ରହିବ ଏମ୍ସ ଓପିଡି ସେବା: ଜାଣନ୍ତୁ କେବେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୪  ଏବଂ ୧୫ ତାରିଖ(ଗୁରୁବାର ଏବଂ ଶୁକ୍ରବାର)ରେ ଯଥାକ୍ରମେ ‘ମହାବୀର ଜୟନ୍ତୀ’ ଏବଂ ‘ଗୁଡ୍ ଫ୍ରାଇଡେ’ ଉପଲକ୍ଷେ ବହିର୍ବିଭାଗ ଭୁବନେଶ୍ୱର ଏମ୍ସର ଓପିଡି ସେବା ବନ୍ଦ ରହିବ । ମାତ୍ର ଜରୁରୀକାଳୀନ ସେବା ପୂର୍ବ ଭଳି ଜାରି ରହିବ। ଏନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.