fbpx

ଭୁବନେଶ୍ୱରରେ ବିମାନର ଜରୁରୀକାଳୀନ ଅବତରଣ, ଯାତ୍ରୀ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଛି । ଜଣେ ଯାତ୍ରୀ ଅସୁସ୍ଥ ପରେ ଜରୁରୀକାଳୀନ ଅବତରଣ କରିଛି ବିମାନ । କ୍ୟାପିଟାଲ୍ ହସ୍ପିଟାଲରେ ଉକ୍ତ ଯାତ୍ରୀଙ୍କୁ ମୃତ୍ୟୁ ଘୋଷଣା କରିଥିବା ଜଣାପଡ଼ିଛି । ବେଙ୍ଗାଲୁରୁରୁ କୋଲକାତା ଯାଉଥିବା ବେଳେ ବିମାନର ଜରୁରୀକାଳୀନ ଲ୍ୟାଣ୍ଡିଂ କରାଯାଇଛି । ମୃତ ଯାତ୍ରୀଙ୍କ ନାମ ତୈମୁର ଅଲ୍ଲୀ ଖାନ୍ ।

Get real time updates directly on you device, subscribe now.