ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ ୩୭୯ ଥାଇଲାଣ୍ଡ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ବିମାନରେ ଥିଲେ ୧୫୬ ଯାତ୍ରୀ ।
ବୋମା ଥିବାନେଇ ଧମକ ଆସିବା ପରେ ବିମାନଟିର ଜରୁରୀ ଅବତରଣ କରାଯାଇଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ।
ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ବିମାନରେ ବୋମା ଥିବା ନେଇ ଧମକ ଆସିଛି । ବିମାନଟି ଫୁକେତରୁ ଟେକଅଫ୍ କରିଥିଲା ।
ବିମାନରେ ବୋମା ଥିବା ନେି କୌଣସି ସତ୍ୟସେତ୍ୟ ଖବର ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇନାହିଁ ।