fbpx

ଲଗାତାର ଫ୍ଲପ୍ ଫିଲ୍ମ ପରେ ଦମଦାର ମୁଭିକୁ ନେଇ ଫେରୁଛନ୍ତି ଅକ୍ଷୟ : ପୁଣି ଆପଣାଇଛନ୍ତି କମେଡିର ରାସ୍ତା

ନୂଆଦିଲ୍ଲୀ : ଦୀର୍ଘ ସମୟର ବିରତି ପରେ ପୁଣି ଫେରୁଛନ୍ତି ବଲିଉଡର ଖିଲାଡ଼ି । ବହୁତ ଦିନରୁ ଗୋଟେ ହିଟ୍ ଫିଲ୍ମର ଅପେକ୍ଷା କରିଥିଲେ ଅକ୍ଷୟ କୁମାର । ଖିଲାଡିଙ୍କ ୫ଟି ଲଗାତାର ଫ୍ଲପ ଫିଲ୍ମ ପରେ, ଆଜି ନୁଆ ଫିଲ୍ମର ଘୋଷଣା କରିଛନ୍ତି । ସେ ବର୍ତ୍ତମାନ ହାଉସଫୁଲ ୫କୁ ନେଇ ଆସୁଛନ୍ତି । ଏହି କମେଡ଼ି ଫିଲ୍ମଟି ୨୦୨୪ ବର୍ଷ ଦୀପାବଳିକୁ ରିଲିଜ ହେବ । ଏହାକୁ ଦେଖିବା ପାଇଁ ଦର୍ଶକ ବହୁତ ଅଗ୍ରହର ସହ ଅପେକ୍ଷା କରିଛନ୍ତି । ହାଉସଫୁଲ ୫ ଫିଲ୍ମକୁ ନେଇ ଅକ୍ଷୟ କୁମାର ନିଜେ ଇନ୍‌ଷ୍ଟାର୍ଗାମରେ ପୋଷ୍ଟ କରିଛନ୍ତି ।

 

View this post on Instagram

 

A post shared by Akshay Kumar (@akshaykumar)

Get real time updates directly on you device, subscribe now.