fbpx
BSKY SKY
BSKY SKY

Big Breaking: ମା’ ହେଲେ ଆଲିଆ ,କନ୍ୟା ସନ୍ତାନଙ୍କୁ ଦେଲେ ଜନ୍ମ

BSKY

ମୁମ୍ବାଇ: କପୁର ପରିବାରରେ ଖୁସି ଏବଂ ଉତ୍ସାହର ବାତାବରଣ ରହିଛି। କାରଣ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଶୀଘ୍ର ସେମାନଙ୍କର ପ୍ରଥମ ଶିଶୁକୁ ସ୍ୱାଗତ  କରିଛନ୍ତି । ଏହାସହ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି ଆଲିଆ । କିଛି ସମୟ ପୂର୍ବରୁ ଡାକ୍ତରଖାନା ବାହାରେ ଏହି ଦମ୍ପତିଙ୍କୁ ଦେଖି ପ୍ରଶଂସକଙ୍କ ଉତ୍ସାହ ଅଧିକ ହୋଇଥିଲେ । ସମସ୍ତେ ବର୍ତ୍ତମାନ ଛୋଟ ଅତିଥି ପାଇଁ ଖୁସି ଅଛନ୍ତି ।

ଖବର ଅନୁଯାୟୀ, ଆଲିଆ ଭଟ୍ଟଙ୍କ ରଣବୀର କପୁର ଙ୍କ ସହ ଆଜି ସକାଳେ ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲକୁ ଯାଉଥିବାର ଦେଖି ପ୍ରଶଂସକମାନେ ଅତ୍ୟଧିକ ଉତ୍ସାହିତ ହୋଇଥିଲେ । କପୁର ପରିବାର ସହିତ, ବର୍ତ୍ତମାନ ରଣବୀର-ଆଲିଆଙ୍କ ସମସ୍ତ ପ୍ରଶଂସକ ଉତ୍ସାହର ସହିତ ଛୋଟ ଅତିଥିଙ୍କୁ ଅପେକ୍ଷା କରିଥିଲେ । ରିପୋର୍ଟ ଅନୁଯାୟୀ ଆଲିଆ ଭଟ୍ଟ କେବଳ ପ୍ରସବ ପାଇଁ ଡାକ୍ତରଖାନା ଯାଇଥିଲେ କିନ୍ତୁ ତାଙ୍କର ପ୍ରସବ ପୀଡା ବଢ଼ିବାରେ ଲାଗିଥିଲା , ଯାହା ଫଳ ରେ ତାଙ୍କୁ କନ୍ୟା ସନ୍ତାନ ଲାଭ ହୋଇଛି । ବର୍ତ୍ତମାନ ରଣବୀର ମଧ୍ୟ ତାଙ୍କ ସହ ଅଛନ୍ତି। ସମସ୍ତେ ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ ତାହା ଆସି ପହଞ୍ଚିଛି ।

Get real time updates directly on you device, subscribe now.