fbpx

କେହି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେନି, ଏଣିକି ସବୁ କିଛି ଅନଲାଇନ୍: ନବୀନ

Advertisement

ଭୁବନେଶ୍ୱର, ୨୨ ।୧୦ (ଓଡିଶା ଭାସ୍କର): ୫-ଟି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଓ ଦକ୍ଷତା ଦିଗରେ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣର ସବୁ କାମ ଏଣିକି ଅନଲାଇନରେ ହେବ । ରାସନ କାର୍ଡ ଆବେଦନ ଓ ଧାନକିଣା ପଞ୍ଜୀକରଣ ଯାଏ ସବୁ କିଛି ଅନଲାଇନରେ ହେବ । ଅନଲାଇନ ସୁବିଧାର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ‘ଜଣେ ବି ଗରିବକୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବିନାହିଁ ।

Get real time updates directly on you device, subscribe now.