ନୂଆଦିଲ୍ଲୀ: ସମ୍ବିଧାନ ବିତର୍କ ବେଳେ ରାଜ୍ୟସଭାରେ ବର୍ଷିଲେଏ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହା । ୧୯୫୧ ଜୁନ୍୧୮ରେ ପ୍ରଥମ ସମ୍ବିଧାନ ସଂଶୋଧନ ହୋଇଥିଲା । ସମ୍ବିଧାନ ଗଠନ ପରେ କଂଗ୍ରେସ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କରି ନ ଥିଲା । ୧୯ ଏ ଯୋଡ଼ି ବାକ୍ ସ୍ୱାଧିନତାକୁ ଛଡ଼ାଇ ନିଆଗଲା । ନେହରୁ ପ୍ରଧାନମନ୍ତ୍ରୀ ଥିଲାବେଳେ ହିଁ ଏହି ସଂଶୋଧନ ହୋଇଥିଲା ।