fbpx
BSKY SKY
BSKY SKY

କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଜାରି ହେଲା ଆରେଷ୍ଟ ୱାରେଣ୍ଟ: ବାରମ୍ବାର ସମନ ସତ୍ତ୍ୱେ ହେଉନଥିଲେ ହାଜର

BSKY

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କଲେ ଜାତୀୟ ଜନଜାତି କମିଶନ । ପୂର୍ବରୁ ତାଙ୍କ ନାମରେ ଜନଜାତି ଉତ୍ପୀଡ଼ନର ବିଭିନ୍ନ ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିବାବେଳେ ଏହାକୁ ଖାତିର କରିନଥିଲେ ଜିଲ୍ଲାପାଳ । ବାରମ୍ବାର ସମନ ନୋଟିସ ସତ୍ତେ୍ୱ ହାଜର ହେଉନଥିବାରୁ ମଙ୍ଗଳବାର ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରିକରାଯାଇଛି ।

ଏହା ସହ ଆରେଷ୍ଟ କରି କମିଶନଙ୍କ ନିକଟରେ ହାଜର କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ହାଜର କରାଇବା ନେଇ ଡିଜିପି ସୁନୀଲ ବଂଶଲଙ୍କୁ ନିର୍ଦ୍ଦେଶ ଦେଲେ ଜନଜାତି କମିଶନ ।

 

Get real time updates directly on you device, subscribe now.