BREAKING: ପହଲଗାମରେ ଆତଙ୍କୀ ଆକ୍ରମଣ, ହେଲ୍ଫ ଲାଇନ୍ ନମ୍ବର ଜାରି
ହେଲ୍ଫ ଲାଇନ୍ ନମ୍ବର ଜାରି କଲା ଅନନ୍ତନାଗ ପୋଲିସ୍। ହେଲଫ ଲାଇନ୍ ନମ୍ବର ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦
ଜମ୍ମୁକଶ୍ମୀର: ଜମ୍ମୁ କଶ୍ମୀର ପହଲଗ୍ରାମରେ ଆତଙ୍କୀ ଆକ୍ରମଣ ଘଟଣା। ହେଲ୍ଫ ଲାଇନ୍ ନମ୍ବର ଜାରି କଲା ଅନନ୍ତନାଗ ପୋଲିସ୍। ହେଲଫ ଲାଇନ୍ ନମ୍ବର ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦
ଯଦି କେହି ସମ୍ପର୍କୀୟଙ୍କ ସୂଚନା ପାଇବାକୁ ଚାହୁଁଛନ୍ତି ତେବେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଅନନ୍ତନାଗ ପୋଲିସ ପକ୍ଷରୁ କୁହାଯାଇଛି।
Anantnag Police announces a 24/7 Emergency Help Desk for Tourists. pic.twitter.com/kaBMnwKPIN
— ANI (@ANI) April 22, 2025