fbpx

ଆନ୍ଧ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୧-୨୨ ଶିକ୍ଷାବର୍ଷରୁ ଡିଗ୍ରୀ କଲେଜରେ ବାଧ୍ୟତାମୂଳକ ହେବ ଇଂରାଜୀ ମାଧ୍ୟମ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ସରକାର । ଡିଗ୍ରୀ କଲେଜରେ ଇଂରାଜୀ ମାଧ୍ୟମକୁ କରାଯିବ । ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀ ସରକାର ନେଇଛନ୍ତି ଏହି ନିଷ୍ପତ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, ଆନ୍ଧ୍ର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ୨୦୨୧-୨୨ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ ଭାବରେ ପରିଚାଳିତ ଡିଗ୍ରୀ କଲେଜଗୁଡ଼ିକରେ ଇଂରାଜୀ ମାଧ୍ୟମ ବାଧ୍ୟତାମୂଳକ ହେବ ।

Get real time updates directly on you device, subscribe now.