fbpx

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ: ନୀବନଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆସିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିବା କାର୍ଯ୍ୟକ୍ରମ । ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗରେ କରିବେ ଆଲୋଚନା ।

ସୂଚନାଯୋଗ୍ୟ, ଅନେକ ସମୟରେ ଓଡ଼ିଶା ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଦେଖାଦେଇଛି । ଅନେକ ସମୟରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଅଞ୍ଚଳକୁ ନିଜର ବୋଲି କହି ସେଠାରେ ଆନ୍ଧ୍ରର ବିଭିନ୍ନ ଯୋଜନା ଲାଗୁ କରିଆସିଛି, ନିର୍ବାଚନ ମଧ୍ୟ କରିବାର ନଜର ଆସିଛି । ତେଣୁ ଉଭୟଙ୍କ ମଧ୍ୟରେ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ହୋଇପାରେ ।

 

Get real time updates directly on you device, subscribe now.