fbpx

(Video) ସମ୍ବଲପୁରୀ ଗୀତର ତାଳେ ତାଳେ ଅଙ୍ଗନୱାଡି ଦିଦିଙ୍କ ନାଚ: ଝୁମିଲେ ସଭିଏଁ…

ଖୁସିରେ ନାଚିଲେ ଅଙ୍ଗନୱାଡି ଦିଦି… ତାହା ପୁଣି ସମ୍ବଲପୁରୀ ଗୀତରେ… ଆଉ ତାଙ୍କ ନାଚରେ ଝୁମିଲେ ସାଥୀ ଅଙ୍ଗନୱାଡି ଦିଦି । ଗୀତର ତାଳେ ତାଳେ ପୁରା ମସଗୁଲ ହୋଇଯାଇଛନ୍ତ ଦିଦିମାନେ  ।

ସେ ପାଠ ପଢା ହେଉ କି ଅନ୍ୟ କିଛି । ପିଲାଙ୍କୁ ଭିନ୍ନ ଢଙ୍ଗରେ ନୂଆ ନୂଆ କଥା ଶିଖାଇବା ସହ ପାଠ ପଢ଼ାଇଥାନ୍ତି ଅଙ୍ଗନୱାଡି ଦିଦି । ଯାହାକି ସମସ୍ତଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥାଏ । ଅଙ୍ଗନୱାଡି କେନ୍ଦ୍ରରେ କୁନି ଛୁଆମାନଙ୍କୁ ଗୀତ ନାଚରେ ନିଆରା ଭାବେ ପାଠ ପଢ଼ାଇଥାନ୍ତି । ଆଜି କିନ୍ତୁ ଦିଦି ପାଠ ପଢାଉନାହାନ୍ତି । ଏଥର ସବୁ ଦିଦି କିଛି ଅଲଗା ଅନ୍ଦାଜରେ ସମୟ ବିତାଉଛନ୍ତି । ଆଉ ଦିଦିଙ୍କ ନାଚ ମଧ୍ୟ ଦେଖିବାକୁ ବେଶ୍ ମଜାଦାର । ଦେଖନ୍ତୁ ଭିଡିଓ…

ଦିଦିଙ୍କର ଏହି ଦୃଶ୍ୟଟି ସୋସିଆଲ ମେଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଅଙ୍ଗନବାଡ଼ି ଦିଦି ସମ୍ବଲପୁରୀ ଗୀତର ତାଳେତାଳେ ନାଚୁଥିବା ଦେଖିବାକୁ ମିଳୁଛି ।

 

Get real time updates directly on you device, subscribe now.