ନୂଆଦିଲ୍ଲୀ: ପୁଣି ପୁରୀରେ ଗାଜା କିଣିଲେ ବିରିଷ୍ଠ ଶିଳ୍ପପତି ଅନୀଲ ଅଗ୍ରୱାଲ । ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ପୁରୀରେ କରିବେ ୟୁନିଭର୍ସିଟି ।
ୟୁନିର୍ସିଟି ପାଇଁ ଜାଗା ମିଳୁ ନ ଥିବାବେଳେ ଏବେ କିନ୍ତୁ ଜାଗା ମିଳିଥିବା ସୋସିଆଲ ମିଡିଆ ପୋଷ୍ଟ କରି ଦେଲେ ସୂଚନା ।
ସେ କହିଛନ୍ତି, ପୁରୀରେ ହାର୍ଭାର୍ଡ ସ୍ତରୀୟ ବିଶ୍ୱ ବିଦ୍ୟାଳୟ ନିର୍ମାଣ କରାଯିବ । ଭଲ ବିଶ୍ୱବିଦ୍ୟାଳୟ ପାଇଁ ଜମି ପ୍ରତିବନ୍ଧକ ହେବା ଉଚିତ୍ ନୁହେଁ ।
ବିଶ୍ୱବିଦ୍ୟାଳୟ ନିଜସ୍ୱ ଲାଭ ପାଇଁ କରାଯିବନାହିଁ ।