fbpx

କେନ୍ଦ୍ର ବାଳ ଓ ଯୁବସାହିତ୍ୟ ପୁରସ୍କାର ଘୋଷଣା, ଜାଣନ୍ତୁ ମିଳିଲା କାହାକୁ?

ନୂଆଦିଲ୍ଲୀ : କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ଓ ଯୁବ ସାହିତ୍ୟ ପୁରସ୍କାର ଘୋଷଣା ହୋଇଛି । ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ବାଳ ସାହିତ୍ୟ ପୁରସ୍କାର ଦିଆଯିବ । ସେହିପରି ଚନ୍ଦ୍ରଶେଖର ହୋତାଙ୍କୁ କେନ୍ଦ୍ର ଯୁବ ସାହିତ୍ୟ ପୁରସ୍କାର ମିଳିବ ।

‘ବନ ଦେଉଳରେ ସୁନା ନେଉଳ’ ପାଇଁ ରାମଚନ୍ଦ୍ର ନାୟକଙ୍କୁ ପୁରସ୍କାର ଦିଆଯିବ । ସେହିପରି ‘ଚେତନା ଅନ୍ୱେଷା’ ପାଇଁ ଚନ୍ଦ୍ରଶେଖର ହୋତାଙ୍କୁ ପରସ୍କାର ମିଳିବ ।

Get real time updates directly on you device, subscribe now.