fbpx

ବଡ଼ ଖବର; ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ଭୟ ବଢାଉଛି ନୂଆ ଭାରିଆଣ୍ଟ

ଭୁବନେଶ୍ୱର: ଓଡ଼ିଶାରେ ପୁଣିଥରେ କାୟା ବିସ୍ତାର କରିବ ଲକ୍ଷ୍ୟରେ ରହିଛି କରୋନା ମହାମାରୀ । ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ । କରୋନାର ଏହି ମାମଲାରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରୁ ଆଉ ଜଣେ ବ୍ୟକ୍ତି କରୋନାର ନୂଆ ଭାରିଆଣ୍ଟ ଜେଏନ.୧ ସଂସ୍ପର୍ଶରେ ଆସିଛନ୍ତି । ଏହି ପିଜିଟିଭ ମାମଲା ସହିତ ବର୍ତ୍ତମାନ ରାଜ୍ୟରେ ଏହି ସଂକ୍ରମଣ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ରାଜ୍ୟରେ ନୂଆ କୋଭିଡ ପଜିଟିଭ ମାମଲା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ କରୋନାର ଜେଏନ.୧ ଭାରିଆଣ୍ଟ ସଂକ୍ରମଣକୁ ନେଇ ଏବେ ପୁଣିଥରେ ଚିନ୍ତା ବଢିବାରେ ଲାଗିଛି ।

Get real time updates directly on you device, subscribe now.