fbpx

ଅର୍ଜୁନ ସେଠୀଙ୍କ ପରଲୋକ

Advertisement

ଭୁବନେଶ୍ୱର,୮/୬(ଓଡିଶା ଭାସ୍କର): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ସେଠୀଙ୍କର ଆଜି ପରଲୋକ ଘଟିଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ଦେହାନ୍ତ ହୋଇଥିବା ଜଣାପଡିଛି । ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ସେ ଜଳସମ୍ପଦ ମନ୍ତ୍ରୀ ଥିଲେ। ଏହା ସହ ଭଦ୍ରକ ଲୋକସଭା ଆସନରୁ ୮ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ଭଦ୍ରକ ଭଣ୍ଡାରିପୋଖରୀ ଆସନରୁ ୨ ଥର ବିଧାୟକ ମଧ୍ୟ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ।

Get real time updates directly on you device, subscribe now.