fbpx

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ: ନିଲମ୍ବିତ ହେଲେ ଏଏସଆଇ

ପୁରୀ, ୧୦ା୨ (ଓଡିଶା ଭାସ୍କର): କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ପୁରୀ ଜିଲ୍ଲା ତାଳବଣିଆ ଏଏସଆଇ ଲକ୍ଷ୍ମଣ ସରନ୍ । ପୁରୀ ଏସପି କନୱର ବିଶାଲ ସିଂ ଲକ୍ଷ୍ମଣଙ୍କୁ ନିଲମ୍ବିତ କରିଛନ୍ତି । ଗ୍ରୀଡକୋ ଛକରେ କର୍ତ୍ତବ୍ୟରେ ଅବହେଳା କରିଥିବା ଲକ୍ଷ୍ମଣଙ୍କ ନାମରେ ଅଭିଯୋଗ ଆସିଥିଲା । ଏସପିଙ୍କ ରାତ୍ର ପାଟ୍ରୋଲିଂ ସମୟରେ ଏଏସଆଇଙ୍କ ଅବହେଳା ସ୍ପଷ୍ଟ ହୋଇଥିଲା ।

Get real time updates directly on you device, subscribe now.