fbpx

ଲୋକସେବା ଭବନରେ କାର୍ଯ୍ୟରତ ASOଙ୍କ ମୃତଦେହ ଉଦ୍ଧାର

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଲୋକସେବା ଭବନରେ କାର୍ଯ୍ୟରତ ASO ଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଚାର୍ଯ୍ୟ ବିହାର ସ୍ଥିତ ରହୁଥିବା ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ASO ଙ୍କ ନାମ ମୋରା ମାରାଣ୍ଡି । କୌଣସି କାରଣକୁ ନେଇ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ତେବେ ଏପରି ହେବାର କାରଣ ଖୋଜୁଛି ପୋଲିସ୍ । ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମଟମ୍ ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ପଠା ଯାଇଛି ।

Get real time updates directly on you device, subscribe now.