fbpx

ଓଡ଼ିଶା ପ୍ଲାନିଂ ସର୍ଭିସ କ୍ୟାଡର ସହକାରୀ ନିର୍ଦ୍ଦେଶକ ଲିଖିତ ପରୀକ୍ଷା ତାରିଖ ଘୋଷଣା ହେଲା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ଲାନିଂ ସର୍ଭିସ କ୍ୟାଡରରେ ଆସିଷ୍ଟାଣ୍ଟ ଡାଇରେକ୍ଟର ପଦର ନିଯୁକ୍ତି ନେଇ ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଜୁଲାଇ ମାସ ୨୭ (ଶନିବାର) ଓ ୨୮ (ରବିବାର) ଦିନ କଟକ ଜୋନରେ ଏହି ପରୀକ୍ଷା ଆୟୋଜିତ କରାଯିବ । ପରୀକ୍ଷାର ଭେନ୍ୟୁ ଓ କେନ୍ଦ୍ର ବାବଦରେ ସବିଶେଷ ସୂଚନା ପରିବର୍ତ୍ତୀ ସମୟରେ ଜାରି କରାଯିବ । ତେଣୁ ପ୍ରାର୍ଥୀମାନେ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.