ପିଓକେରୁ ଆସିଥିବା ବ୍ୟକ୍ତିଙ୍କୁ ଆଶ୍ୱସ୍ତି, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପିଓକେରୁ ଆସିଥିବା ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଭାରତ ଛାଡ଼ିବା ନିଷତ୍ତି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । ଭାରତ ଛାଡ଼ିବା ନିଷ୍ପତ୍ତି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ ।

ଆବଶ୍ୟକୀୟ କାଗଜପତ୍ର ଥିଲେ ଭାରତ ଛାଡ଼ିବେନି । ଆଧାରକାର୍ଡ, ଭୋଟ ପରିଚୟପତ୍ର ଥିଲେ ଛାଡ଼ିବେନି ଭାରତ । ୬ଜଣ ପିଓକେ ଫେରିଯିବା ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ।