ସାବଧାନ ରୁହନ୍ତୁ ଏହି ରାଶିର ବ୍ୟକ୍ତି! ପରିବାରରେ ବଢିପାରେ ଅଶାନ୍ତି, ଚାଲିଯିବ ଚାକିରି

ଭୁବନେଶ୍ବର: ଆଜି କେମିତି କଟିବ ଆପଣଙ୍କର ଦିନ । କେଉଁ ରାଶି ପାଇଁ ଶୁଭ, କେଉଁ ରାଶି ପାଇଁ ଅଶୁଭ ଜାଣନ୍ତୁ

ମେଷ- ଆଜି ସାବଧାନ ରୁହନ୍ତୁ ଏହି ରାଶିର ବ୍ୟକ୍ତି । ବ୍ୟବସାୟରେ କ୍ଷତି ସହିପାରନ୍ତି  । ଚାକିରି ଯିବାର ସମ୍ଭାବନା ରହିଛି । ବ୍ୟବହିକ ଜୀବନରେ ଝଡ ଦେଖାଯାଇପାରେ । ଆଜି କୌଣସି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ ।

ମିଥୁନ- ସତର୍କର ସହ ରୁହନ୍ତୁ ଏହି ରାଶିର ବ୍ୟକ୍ତି । କାହାକୁ ଖରାପ ଲାଗିଲା ଭଳି କିଛି କୁହନ୍ତୁ ନାହିଁ । ଶତ୍ରୁ ବୃଦ୍ଧି ହୋଇପାରେ । କାହା ସହ ଡିଲ୍ କରିଲା ବେଳେ ସତର୍କ ରୁହନ୍ତୁ ।

ତୁଳା- ଆଜି ଆପଣଙ୍କ ବିରୁଦ୍ଧରେ କିଛି ବ୍ୟକ୍ତି ଚକ୍ରାନ୍ତ କରିପାରନ୍ତି । ଚାକିରି ଛଡାଇବାକୁ ହୋଇପାରେ ଯୋଜନା । ପରିବାରରେ ମନୋମାଳିନ୍ୟ ଦେଖାଯାଇପାରେ । ଅନ୍ୟପଟେ ଦୁର୍ଘଟଣାର ହେବାର ସମ୍ଭାବନା ମଧ୍ୟ ଅଧିକ ଦେଖାଯାଇଥାଏ ।

ଧନୁ-ଜୀବନସାଥିକୁ ନେଇ ଚିନ୍ତାରେ ରହିବେ । ଆଜି ନିଜକୁ ଏକୁଟିଆ ମନେ କରିବେ । ମନୋମାଳିନ୍ୟ ଦୂର କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ । ଅଯଥା କଥାରେ ବାପା ମାଆଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ ।

ମୀନ- କେଉଁ ସ୍ଥାନକୁ ଗସ୍ତ କରିବା ପାଇଁ ଯୋଜନା ରଖିଥିଲେ ଆଜି ଯାଆନ୍ତୁ ନାହିଁ । ଶାରୀରିକ ପିଡା ଦେଖଯାଇପାରେ । ପ୍ରୀୟଜନଙ୍କ ସହିତ କଳି ଝଗଡା, ଯୁକ୍ତିତର୍କ ହୋଇପାରେ । ଆଜି ନିଜ କଥାକୁ ନିୟନ୍ତ୍ରଣରେ ରଖନ୍ତୁ ।

 

 

 

Get real time updates directly on you device, subscribe now.