RCB vs PBKS, IPL 2025: ସୁନୀଲ ଗାଭାସ୍କରଙ୍କ ଭବିଷ୍ୟବାଣୀ, ଏହି ଦଳ ହାତେଇବ ଟାଇଟେଲ
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର IPL 2025 ର ବିଜେତା ବିଷୟରେ ଏକ ଭବିଷ୍ୟବାଣୀ କରିଛନ୍ତି । ଗାଭାସ୍କର ଏଥର IPL ଟାଇଟଲ ଜିତିପାରିବ ବୋଲି ଦଳ ବିଷୟରେ କହିଛନ୍ତି ।
ପୂର୍ବତନ ଅଧିନାୟକ…