ଖାଦ୍ୟ ଖାଇବା ମାତ୍ରେ ଝାଡା ଲାଗୁଥିଲେ ସାବଧାନ! ଜାଣନ୍ତୁ ଏହାର କାରଣ ଏବଂ ସମାଧାନ
ନୂଆଦିଲ୍ଲୀ: ଅନେକ ଲୋକଙ୍କର ଖାଇବା ପରେ ପରେ ଓ୍ବାଶରୁମ ଯିବାର ଅଭ୍ୟାସ ରହିଥାଏ । ଅଧିକାଂଶ ଲୋକ ଏହାକୁ ଏକ ସାଧାରଣ କଥା ଭାବି ଅଣଦେଖା କରନ୍ତି କିମ୍ବା ନିଜ ମନରେ ନିଜ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିଥାଆନ୍ତି ।…