(Video) ରିଲ୍ସ ପାଇଁ ସ୍ପ୍ଲେଣ୍ଡରରେ ଟାଣୁଥିଲେ ରେଳ ଇଞ୍ଜିନ, ଭିଡିଓ ଭାଇରାଲ ପରେ ଛେଚି ଦେଲେ ମାମୁଁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବପିଢିଙ୍କୁ କିମିଆ କରିଛି ରିଲ୍ସ ନିଶା । ରାତା ରାତି ପ୍ରସିଦ୍ଧି ଲାଭ ପାଇଁ ବିପଦପୂର୍ଣ୍ଣ ରିଲ୍ସ କରିବାକୁ ମଧ୍ୟ ପଛାଉ ନାହାନ୍ତି । କିଏ ରେଳ ଧାରଣାରେ ରହି ରିଲ୍ସ କରୁଛି ତ ଆଉ କିଏ…

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ: ମାମଲା ରୁଜୁ, ଦଳ କହିଲା କାର୍ଯ୍ୟାନୁଷ୍ଠାନ ଆବଶ୍ୟକ

ନୂଆଦିଲ୍ଲୀ: ଶିଖ୍ ସଂପ୍ରଦାୟ ସହିତ ଜଡିତ  ବୟାନ ଦେଇ ପୁଣି ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜନୀତିରେ ମଧ୍ୟ ଝଡ ଦେଖାଦେଇଛି । ଏହାରି ଭିତରେ ରାହୁଲଙ୍କ ବୟାନକୁ ବିଜେପି ବିରୋଧ କରି ସୋନିଆ ଗାନ୍ଧୀଙ୍କ…

ଆଜି 12 ଘଣ୍ଟିଆ ତେଲକୋଇ ବନ୍ଦ, ରାଜରାସ୍ତାରେ ଅଟକି ରହିଛି ଶହ ଶହ ଗାଡି

ତେଲକୋଇ: ଆଜି 12 ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି । ଜଳସେଚନ ପ୍ରକଳ୍ପକୁ ବିରୋଧ କରି 12 ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଅବରୋଧ ମଧ୍ୟ କରାଯାଇଛି  । ସମାକୋଇ ଜଳସେଚନ…

ଆଉ ହେବନି ରେଳ ଦୁର୍ଘଟଣା, ପଦକ୍ଷେପ ଆପଣାଇଲେ ସରକାର

ନୂଆଦିଲ୍ଲୀ: କମିବ ରେଳ ଦୁର୍ଘଟଣା । ଟ୍ରେନ ଲାଇନଚ୍ୟୁତ କରିବାକୁ ଯୋଜନା କରୁଥିବା ଦୁର୍ବୃତ୍ତଙ୍କୁ ପାନେ ଦେବେ ସରକାର । ଯାତ୍ରୀଙ୍କ ସରୁକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଟ୍ରାକ ଏବଂ ଆଖପାଖ ଅଞ୍ଚଳରେ କ୍ୟାମେରା…

ବିଳମ୍ବିତ ରାତିରେ କଂଗ୍ରେସ ଜାରି କଲା ଚତୁର୍ଥ ଲିଷ୍ଟ, କିଏ କେଉଁ ଆସନରୁ ଲଢିବେ ଜାଣନ୍ତୁ

ନୂଆଦିଲ୍ଲୀ: ହରିୟାଣାରେ ୫ ଅକ୍ଟୋବରରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଅକ୍ଟୋବର ୮ ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦଳ ଜାରି କରୁଛନ୍ତି…

ଭାରସାମ୍ୟ ହରାଇ ଓଲଟିଲା କାଜୁ ଭର୍ତ୍ତି ଟ୍ରକ, କେନାଲରେ ପଡି 7ମୃତ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ମିନିଟ୍ରକ । ବଡ ଧରଣର ଦୁର୍ଘଟଣାରେ 7ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ପୂର୍ବ…

ଭୂକମ୍ପରେ ଥରିଲା ପାକିସ୍ତାନ: ଦିଲ୍ଲୀରେ ବି ଅନୁଭୂତ, ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ: ପାକିସ୍ତାନରେ ବଡ ଧରଣର ଭୂକମ୍ପ । ଦ୍ବିପହରରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ପାକିସ୍ତାନ । ରିକ୍ଟର ସ୍କେଲରେ ତୀବ୍ରତା 5.8 ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…

ଭସାଣୀରେ ଚାଲିଥିଲା ଡିଜେ ଡ୍ୟାନ୍ସ, ପୋଲିସ ଆସିବାରୁ ଛତ୍ରଭଙ୍ଗ ଦେଲେ ଭକ୍ତ, ରାସ୍ତାରେ ଏକା ରହିଗଲେ ଗଣେଶ

ଭୁବନେଶ୍ବର(ଓଡିଶା ଭାସ୍କର): କିଟିକିଟି ଅନ୍ଧାର ରାତି , ଶୂନଶାନ ରାସ୍ତା । ଅନ୍ଧାର ରାତିରେ ଡାଲା ଗାଡି ଉପରେ ଏକା ବସିଛନ୍ତି ମୂଷିକ ରାଜ ଗଣେଶ । ନାଁ ଭକ୍ତ ଅଛନ୍ତି ନା ଅଛନ୍ତି ଗାଡି ଡ୍ରାଇଭର । କଥାଟି ଶୁଣିବା…

ଉଦଘାଟନ ପୂର୍ବରୁ ଅଘଟଣ, ଟ୍ରାଏଲ ରନ୍ ବେଳେ ବନ୍ଦେ ଭାରତ ଉପରକୁ ପଥରମାଡ

ନୂଆଦିଲ୍ଲୀ : ଉଦଘାଟନ ପୂର୍ବରୁ ଭାଙ୍ଗିଦେଲେ ବନ୍ଦେ ଭାରତ ଟ୍ରେନ । ଟାଟାରୁ ପାଟନା ଯାଉଥିବା ବେଳେ ଗୟା ନିକଟରେ ପଥରମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ପଥରମାଡରେ ଟ୍ରେନର କାଚ ଭାଙ୍ଗି ଯାଇଥିବା ଦେଖାଯାଇଛି…

ଦଶମ ପାସ୍ କରିଥିଲେ ମିଳିବ Railway ଚାକିରି, ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗରେ ଚାକିରି ପାଇଁ ପାଇଁ ସୁବର୍ଣ୍ଣ ସୁଯୋଗ । ରେଲଓ୍ବେ ରିକ୍ରୁଟମେଣ୍ଟ ସେଲ ଏବଂ ଇଷ୍ଟନ ରେଲଓ୍ବେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାର କରିଛି । ଯେଉଁମାନେ ଏହି ପଦବୀ ପାଇଁ ଆଶାୟୀ…